Spotting
 Timeline
 Travel Tip
 Trip
 Race
 Social
 Greeting
 Poll
 Img
 PNR
 Pic
 Blog
 News
 Conf TL
 RF Club
 Convention
 Monitor
 Topic
 Bookmarks
 Rating
 Correct
 Wrong
 Stamp
 PNR Ref
 PNR Req
 Blank PNRs
 HJ
 Vote
 Pred
 @
 FM Alert
 FM Approval
 Pvt
News Super Search
 ↓ 
×
Member:
Posting Date From:
Posting Date To:
Category:
Zone:
Language:
IR Press Release:

Search
  Go  

Sapt Kranti Express: Ruling the tracks with EMD Power - Keshav Singh

Full Site Search
  Full Site Search  
FmT LIVE - Follow my Trip with me... LIVE
 
Sun Oct 24 05:12:50 IST
Home
Trains
ΣChains
Atlas
PNR
Forum
Quiz Feed
Topics
Gallery
News
FAQ
Trips/Spottings
Login
Post PNRAdvanced Search
Large Station Board;
Entry# 2896673-0
Large Station Board;
Entry# 3200585-0

KAPG/Kalupara Ghat (3 PFs)
କାଲୁପଡା ଘାଟ     कालुपड़ा घाट

Track: Double Electric-Line

Show ALL Trains
NH 5, chandeshwar, Dist:- khurda
State: Odisha

Elevation: 10 m above sea level
Zone: ECoR/East Coast   Division: Khurda Road

No Recent News for KAPG/Kalupara Ghat
Nearby Stations in the News
Type of Station: Regular
Number of Platforms: 3
Number of Halting Trains: 36
Number of Originating Trains: 0
Number of Terminating Trains: 0
Rating: 3.6/5 (8 votes)
cleanliness - excellent (1)
porters/escalators - poor (1)
food - poor (1)
transportation - excellent (1)
lodging - poor (1)
railfanning - excellent (1)
sightseeing - excellent (1)
safety - excellent (1)
Show ALL Trains

Station News

Page#    Showing 1 to 1 of 1 News Items  
Mar 09 2019 (20:23) ରାଜ୍ୟର ୭ଟି ଷ୍ଟେସନ୍‌ରେ ଏଣିକି ଅଟକିବ ଏହି ଟ୍ରେନ୍‌, କେଉଁ ଷ୍ଟେସନ ଜାଣନ୍ତୁ (sambad.in)
0 Followers
123711 views

News Entry# 378328  Blog Entry# 4255697   
  Past Edits
Mar 09 2019 (22:04)
Station Tag: Kenduapada/KED added by Afraaz suhail 🚂🚄🚅^~/1124710

Mar 09 2019 (22:04)
Train Tag: East Coast Express/18645 added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Dungripali/DJX added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Bamur/BAMR added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Kalupara Ghat/KAPG added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Soro/SORO added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Naraj Marthapur/NQR added by Afraaz suhail 🚂🚄🚅^~/1124710

Mar 09 2019 (22:03)
Station Tag: Belpahar/BPH added by Afraaz suhail 🚂🚄🚅^~/1124710

Mar 09 2019 (22:03)
Train Tag: Bhubaneswar - Mumbai LTT SF Express/12880 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Neelachal (Neelanchal) Express/12875 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Rourkela - Gunupur Rajya Rani Express/18117 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Bolangir - Bhubaneswar Intercity SF Express/12894 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Bhubaneswar - Bolangir Intercity Superfast Express/12893 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Bhubaneswar - Rourkela Intercity SF Express/22840 added by Afraaz suhail 🚂🚄🚅^~/1124710

Mar 09 2019 (22:01)
Train Tag: Howrah - Sri Sathya Sai Prashanthi Nilayam SF Express/22831 added by Afraaz suhail 🚂🚄🚅^~/1124710
Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ଭୁବନେଶ୍ୱର: ଟ୍ରେନ୍‌ରେ ଯାତ୍ରୀଙ୍କୁ ଅଧିକ ସୁବିଧା ଦେବା ତଥା ସ୍ଥାନୀୟ ଅଂଚଳର ଯାତ୍ରୀମାନଙ୍କର ସହଜ ଯାତ୍ରାକୁ ଦୃଷ୍ଟିରେ ରେଳବାଇ ପକ୍ଷରୁ ଓଡ଼ିଶାର ୭ଟି ରେଳ ଷ୍ଟେସନରେ କିଛି ଟ୍ରେନ୍‌ର ଷ୍ଟପେଜ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର କାଲୁପଡ଼ାଘାଟ, ଭଦ୍ରକ ଜିଲ୍ଲାର କେନ୍ଦୁଆପଦା, କଟକ ଜିଲ୍ଲାର ନରାଜ ମାର୍ଥାପୁର, ଅନୁଗୁଳ ଜିଲ୍ଲାର ବାମୁର, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ବାଲେଶ୍ୱର ଜିଲ୍ଲାର ସୋର, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ ଷ୍ଟେସନରେ ଆଗାମୀ ଦିନରେ ବର୍ତ୍ତମାନ ତୁଳନାରେ ଅଧିକ ଟ୍ରେନ୍‌ ଅଟକିବ।
ରେଳବାଇ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ରେଳ ଷ୍ଟେସନ ଗୁଡ଼ିକରେ ୬ ମାସ ପାଇଁ ପରୀକ୍ଷା ମୂଳକ ଭାବରେ କିଛି ଟ୍ରେନ୍‌ ପାଇଁ ଷ୍ଟପେଜ କରାଯାଇଛି। ସେହିପର ପୂର୍ବତଟ ରେଳପଥ
...
more...
ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ବୋବଲି ଷ୍ଟେସନକୁ ମଧ୍ୟ କିଛି ଟ୍ରେନ୍‌ ପାଇଁ ଷ୍ଟପେଜ କରାଯାଇଛି।
ଏହି ଟ୍ରେନ୍‌ ଗୁଡ଼ିକ ନିମ୍ନ ଲିଖିତ ଷ୍ଟେସନରେ ଅଟକିବ
୧୨୮୯୩/୧୨୮୯୪: ୨୦୧୯ ମାର୍ଚ୍ଚ ୯ରୁ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ବାମୁର ଷ୍ଟେସନରେ ଅଟକିବ। ୨୨୮୩୯/୨୨୮୪୦: ୨୦୧୯ ମାର୍ଚ୍ଚ ୯ରୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌ ନରାଜ ମାର୍ଥାପୁର ଷ୍ଟେସନରେ ଅଟକିବ।୨୨୮୩୧/୨୨୮୪୦: ୨୦୧୯ ମାର୍ଚ୍ଚ ୧୫ରୁ ହାଓ୍ଵଡା-ସତ୍ୟସାଈ ପ୍ରଶାନ୍ତି ଏକ୍ସପ୍ରେସ୍‌ କାଲୁପଡ଼ାଘାଟ ଷ୍ଟେସନରେ ଅଟକିବ। ୧୮୬୪୫/୧୮୬୪୬: ୨୦୧୯ ମାର୍ଚ୍ଚ ୮ରୁ ହାଓ୍ଵଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ କେନ୍ଦୁଆପଡ଼ା ଷ୍ଟେସନରେ ଅଟକିବ। ୨୨୯୩୭/୨୨୯୩୮: ୨୦୧୯ ମାର୍ଚ୍ଚ ୯ରୁ ପୁରୀ-ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ବୋବଲି ଷ୍ଟେସନରେ ଅଟକିବ। ୧୨୮୭୧/୧୨୮୭୨: ୨୦୧୯ ମାର୍ଚ୍ଚ ୯ରୁ ହାଓ୍ଵଡା-ଟିଟିଲାଗଡ଼-ହାଓ୍ଵଡା ଇସ୍ପାତ ଏକ୍ସପ୍ରେସ ଡୁଙ୍ଗୁରିପାଲି ଷ୍ଟେସନରେ ଅଟକିବ। ୧୨୮୭୫/୧୨୮୭୬: ୨୦୧୯ ମାର୍ଚ୍ଚ ୯ରୁ ପୁରୀ-ଆନନ୍ଦବିହାର ଟର୍ମିନସ ନୀଳାଚଳ ଏକ୍ସପ୍ରେସ ସୋର ଷ୍ଟେସନରେ ଅଟକିବ। ୧୨୮୭୯/୧୨୮୮୦: ୨୦୧୯ ମାର୍ଚ୍ଚ ୧୩ରୁ ଲୋକମାନ୍ୟ ତିଲକ ଟର୍ମିନସ-ଭୁବନେଶ୍ୱର ଏକ୍ସପ୍ରେସ ବେଲପାହାଡ ଷ୍ଟେସନରେ ଅଟକିବ।
ରେଳବାଇର ନିଷ୍ପତ୍ତି ଅନୁସାରେ ୧୮୧୧୭/୧୮୧୧୮ ରାଉରକେଲା-ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ ରାଉରକେଲାରୁ ୨୦୧୯ ମାର୍ଚ୍ଚ ୧୪ରୁ ଶନିବାର ବ୍ୟତୀତ ପ୍ରତିଦିନ ଚାଲିବ। ସେହିପରି ଏହି ଟ୍ରେନ ବିପରୀତ ଦିଗର ରବିବାର ବ୍ୟତୀତ ପ୍ରତିଦିନ ଚାଲିବ।୨୨୬୦୬/୨୨୬୦୫ ଭିଲ୍ଲପୁରମ-ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ୍‌ ୨୦୧୯ ଜୁଲାଇ ୩ରୁ ଭିଲୁପୁରମରୁ ଓ ଜୁଲାଇ ୫ରୁ ପୁରୁଲିଆରୁ ସପ୍ତାହରେ ୨ ଦିନ ଚାଲିବ।
ପୂର୍ବବର୍ତ୍ତୀ ଖବର
ମାର୍ଚ୍ଚ ୩୧ ପରେ ରଦ୍ଦ ହୋଇଯିବ ଆପଣଙ୍କ ପାନ୍‌କାର୍ଡ !
ପ…

: ,…

Rail News
110880 views
Mar 09 2019 (20:42)
Taarak Mehta Ka Ooltah Chasma
Brandon12663^~   29066 blog posts
Re# 4255697-1            Tags   Past Edits
First time I m seeing news blog in Odia languages

Rail News
110097 views
Mar 09 2019 (20:47)
Taarak Mehta Ka Ooltah Chasma
Brandon12663^~   29066 blog posts
Re# 4255697-2            Tags   Past Edits
ମାର୍ଚ୍ଚ ୩୧ ପରେ ରଦ୍ଦ ହୋଇଯିବ ଆପଣଙ୍କ ପାନ୍‌କାର୍ଡ !
ପରବର୍ତ୍ତୀ ଖବର
ଜମ୍ମୁ-କଶ୍ମୀର : ହେଡ୍‌ କନଷ୍ଟେବଲ୍‌ଙ୍କ ଘରେ ପଶି ଏକେ-୪୭ ରାଇଫଲ୍‌ ନେଇ ଦଉଡ଼ି ପଳାଇଲା ଅଜଣା ବ୍ୟକ୍ତି
ଭୁଲବଶତଃ ଭାରତ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ବୃଦ୍ଧଙ୍କୁ ଛାଡ଼ି ଦେଲେ ସେନା
ସୁନ୍ଦରଗଡ଼:
...
more...
୬୦ ହଜାର ଟଙ୍କାରେ ନାବାଳିକାକୁ ବିକିଦେଲେ ଦଲାଲ, ଉତ୍ତରପ୍ରଦେଶରୁ ଉଦ୍ଧାର, ଦଲାଲ…
କଶ୍ମୀରର ମାଆମାନେ ତାଙ୍କ ପୁଅକୁ ଆତଙ୍କବାଦରେ ସାମିଲ୍‌ ହେବାରୁ ରୋକନ୍ତୁ: ଭାରତୀୟ ସେନା ଅଧିକାରୀ
କଂଗ୍ରେସକୁ ଝଟକା:ଏୟାର ଷ୍ଟ୍ରାଇକ୍‌ ପ୍ରମାଣ ମାଗିବା ପରେ ଲୋକମାନେ କଂଗ୍ରେସକୁ ପାକିସ୍ତାନର ଏଜେଣ୍ଟ…
ଭାରତୀୟ ମହିଳା ଟିମ୍‌ର ସଂଘର୍ଷ ବିଫଳ: ଶେଷ ଟି-୨୦ରେ ୧ ରନ୍‌ରେ ହାରିଲା, ୩-୦ରେ ଶୃଙ୍ଖଳା ଜିତିଲା…
ଜମ୍ମୁ-କଶ୍ମୀର : ହେଡ୍‌ କନଷ୍ଟେବଲ୍‌ଙ୍କ ଘରେ ପଶି ଏକେ-୪୭ ରାଇଫଲ୍‌ ନେଇ ଦଉଡ଼ି ପଳାଇଲା ଅଜଣା…
ମାର୍ଚ୍ଚ ୩୧ ପରେ ରଦ୍ଦ ହୋଇଯିବ ଆପଣଙ୍କ ପାନ୍‌କାର୍ଡ !
‘ଗତ ୫ ବର୍ଷ ଭିତରେ ୩ଥର ଏୟାର୍‌ ଷ୍ଟ୍ରାଇକ୍‌ ହୋଇଛି, ୨ଟିର ସୂଚନା ଦେବି, ତୃତୀୟ ବିଷୟରେ କହିବି…
Your email address will not be published.
ବହୁ ଚର୍ଚ୍ଚିତ ଖବର
ଅଭିନନ୍ଦନ ବଖାଣିଲେ ଯନ୍ତ୍ରଣାର ୫୬ ଘଣ୍ଟା : ତଥ୍ୟ ଆଦାୟ କରିବା ପାଇଁ…
ଜାଣନ୍ତୁ ଆଜିର ରାଶିଫଳ
ପଦାକୁ ଆସିଲା ଚୀନ୍‌ର ଆଝାର ପ୍ରୀତି ପଛର ରହସ୍ୟ; ଜାଣନ୍ତୁ କୁଖ୍ୟାତ…
ଜାଣନ୍ତୁ ଆଜିର ରାଶିଫଳ
ଛାଡ଼ପତ୍ର ବିନା ଦ୍ୱିତୀୟ ମହିଳାଙ୍କ ସହ ଶରୀରିକ ସଂପର୍କ ରଖି ବାପା ହେବା…
ସମ୍ବନ୍ଧିତ
ଭୁଲବଶତଃ ଭାରତ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ବୃଦ୍ଧଙ୍କୁ…
ସୁନ୍ଦରଗଡ଼: ୬୦ ହଜାର ଟଙ୍କାରେ ନାବାଳିକାକୁ ବିକିଦେଲେ ଦଲାଲ,…
କଶ୍ମୀରର ମାଆମାନେ ତାଙ୍କ ପୁଅକୁ ଆତଙ୍କବାଦରେ ସାମିଲ୍‌ ହେବାରୁ…
କଂଗ୍ରେସକୁ ଝଟକା:ଏୟାର ଷ୍ଟ୍ରାଇକ୍‌ ପ୍ରମାଣ ମାଗିବା ପରେ ଲୋକମାନେ…
ଭାରତୀୟ ମହିଳା ଟିମ୍‌ର ସଂଘର୍ଷ ବିଫଳ: ଶେଷ ଟି-୨୦ରେ ୧ ରନ୍‌ରେ…
Humid
26°
ବହୁ ଚର୍ଚ୍ଚିତ ଖବର
ପଦାକୁ ଆସିଲା ଚୀନ୍‌ର ଆଝାର ପ୍ରୀତି ପଛର ରହସ୍ୟ; ଜାଣନ୍ତୁ କୁଖ୍ୟାତ…
ଜାଣନ୍ତୁ ଆଜିର ରାଶିଫଳ
ପରଦାରେ ପୁଣି କେବେ ସିଦ୍ଧାନ୍ତ ଓ ରଚନା ?
ପ୍ରଥମେ ଲାଜ କରିବା ପରେ ନବବଧୂ ଯେଉଁ ଭଳି ଭାବରେ ନାଚିବା ଆରମ୍ଭ କଲେ,…
All these are not related to railways
Needed to be removed.
Afraaz sir
Remove the para from the one I've copied

108087 views
Mar 09 2019 (21:05)
Afraaz suhail 🚂🚄🚅
AfraazSuhail^~   6667 blog posts
Re# 4255697-3            Tags   Past Edits
Done sir
Page#    Showing 1 to 1 of 1 News Items  

Scroll to Top
Scroll to Bottom
Go to Mobile site
Important Note: This website NEVER solicits for Money or Donations. Please beware of anyone requesting/demanding money on behalf of IRI. Thanks.
Disclaimer: This website has NO affiliation with the Government-run site of Indian Railways. This site does NOT claim 100% accuracy of fast-changing Rail Information. YOU are responsible for independently confirming the validity of information through other sources.
India Rail Info Privacy Policy